ଆଜିର ଖବର ସ୍ପୋର୍ଟ୍ସ ଫେଷ୍ଟ ଉଦ୍ଯାପିତ: କ୍ରିକେଟ ଓ ଟେନିସ୍ରେ ସୋଆ ବିଜୟୀ ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଚାଲିଥିବା ୪ ଦିନିଆ ସ୍ପୋର୍ଟ୍ସ ଫେଷ୍ଟ ମଙ୍ଗଳବାର ଉଦ୍ଯାପିତ ହୋଇଥିବା ବେଳେ କ୍ରିକେଟ ଏବଂ ଟେନିସ୍ରେ ସୋଆ ବିଶ୍ୱବିଦ୍ୟାଳୟ ବିଜୟୀ…