ବିଶେଷ ଖବର ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ର କିଛି ଟେଲିଭିଜନ ଆଙ୍କର୍ ଙ୍କ ବହିଷ୍କାର ନିଷ୍ପତ୍ତିକୁ ବିଜେପି ର ଦୃଢ ନିନ୍ଦା ନୂଆଦିଲ୍ଲୀ: ବିରୋଧୀ ଦଳର ‘ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଇନ୍ସ’ (INDIA) ର ମେଣ୍ଟ ନିଷ୍ପତ୍ତି ନେଇଛି ଯେ, ସେମାନେ ଦେଶର ୧୪ ଟି ଟେଲିଭିଜନ ଆଙ୍କର୍…