ଆଜିର ଖବର ୩୦୦ ୟୁନିଟ୍ ଯାଏ ମାଗଣା ବିଜୁଳି ଏବଂ ଉପଭୋକ୍ତାଙ୍କ ପାଇଁ ଟୋଲ୍ ଫ୍ରି ନମ୍ବର ଜାରି କର: ସମଜାବାଦୀ ପାର୍ଟି ଭୁବନେଶ୍ୱର: ଗତ ମାସ ୧୯ ତାରିଖ ଦିନ ସମାଜବାଦୀ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଓଡ଼ିଶା ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ…