ଆଜିର ଖବର ଭୁବନେଶ୍ବର ରାସ୍ତାରେ ଏକ ଚଳନ୍ତା ଟ୍ରକରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ହେଲପର ଭୁବନେଶ୍ବର: ଆଜି ଭୁବନେଶ୍ବର ତମାଣ୍ଡୋ ଓଭର ବ୍ରିଜ ନିକଟରେ ଏକ ଟ୍ରକରେ ନିଆଁ ଲାଗିଯାଇଛି। ଏତେ ଜୋରରେ ଧୂଆଁ ବାହାରିଥିଲା ଯେ, ଆଖପାଖ ଲୋକେ ଭୟଭିତ ହୋଇଯାଇଥିଲେ।…