ଜାତୀୟ ଖବର ତୈଳ ଦର ବୃଦ୍ଧି ପ୍ରତିବାଦରେ ବିରୋଧୀ ଦଳ ନେତାଙ୍କର ଅଭିନବ ପ୍ରତିବାଦ, ଟ୍ରାକ୍ଟରରେ ଗଲେ ବିଧାନସଭା ପାଟନା, ଦେଶରେ ତୈଳ ଦର ବୃଦ୍ଧି ଏବଂ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ବିହାରର ବିରୋଧୀଦଳ ନେତା ତଥା ପୂର୍ବତ୍ତନ ଉପମୁଖ୍ୟମନ୍ତ୍ରୀ ଅଭିନବ ପ୍ରତିବାଦ କରିଛନ୍ତି। ସେ…