ଆଜିର ଖବର ଟ୍ରାକ୍ଟରର ରୋଟରରେ ହଳ କରୁଥିବା ବେଳେ ଅଘଟଣ: ଛାତ୍ରଙ୍କର ଗୋଡ ହେଲା ଦୁଇ ଖଣ୍ଡ ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ରାମଚନ୍ଦ୍ରପୁର ପଂଚାୟତରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବିଲରେ ମୁଗ ବୁଣିବା ପାଇଁ ହଳ କରୁଥିବା ବେଳେ…