ଆଞ୍ଚଳିକ ବାଣପୁର: ଆରମ୍ଭ ହେଲା ଟ୍ରାଫିକ ଧରପଗଡ଼, ନିୟମ ମାନି ଗାଡ଼ି ଚଳାଇବାକୁ ଆହ୍ଵାନ ଦେଲେ ଆଇଆଇସି ସୀତାରାମ ଅଗ୍ରୱାଲ ବାଣପୁର: ଦୀର୍ଘ ମାସ ପରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସ ପକ୍ଷରୁ ସହରରେ ଟ୍ରାଫିକ ଚେକିଙ୍ଗ ଆରମ୍ଭ ହୋଇଛି। ଆଜି ପୂର୍ବାହ୍ନରେ ପୋଲିସ ପକ୍ଷରୁ…