ଅନ୍ତରାଷ୍ଟ୍ରୀୟ ହ୍ବାଇଟ ହାଉସ ଛାଡିଲେ ଡୋନାଲଡ ଟ୍ରମ୍ପ, ବାଇଡେନଙ୍କ ଶପଥରେ ଯୋଗ ଦେବେ ନାହିଁ ୱାସିଂଟନ, ଆଉ କିଛି ସମୟ ପରେ ଜୋ ବାଇଡେନ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବେ। ହେଲେ ଏହି ଭିତରେ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ହ୍ବାଇଟ…