ଆଜିର ଖବର ଏହି କାରଣରୁ ଆଜି ୨୦୦ ଟ୍ରେନକୁ ବାତିଲ କଲା ରେଳବାଇ: ୫୮ ଟି ଟ୍ରେନ୍ ର ହେଲା ପଥ ପରିବର୍ତ୍ତନ ନୂଆଦିଲ୍ଲୀ: ଆଜି ଭାରତୀୟ ରେଳ ୨୦୦ ଟ୍ରେନକୁ ବାତିଲ କରିଛି, ସେଥିମଧ୍ୟରୁ ୧୬୪ଟି ଟ୍ରେନକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଥିବାବେଳେ ୩୬ ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି।…