ଆଜିର ଖବର ଏହି ୧୦ ଟି ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କୁ ଟ୍ରେନରେ ମିଳିବ ରିହାତି!, ୭୫ ପ୍ରତିଶତ ପର୍ଯ୍ୟନ୍ତ ଭଡା ହେବ ହ୍ରାସ ନୂଆଦିଲ୍ଲୀ: ଭାରତୀୟ ରେଳ ପ୍ରତ୍ୟେକ ବର୍ଗ ଅନୁଯାୟୀ ସୁବିଧା ଯୋଗାଇଥାଏ ଏବଂ ଅଭାବୀ ଲୋକଙ୍କୁ ଭଡାରେ ରିହାତି ମଧ୍ୟ ଦେଇଥାଏ। ପ୍ରାୟତଃ ଲୋକମାନେ ବିଶ୍ବାସ କରନ୍ତି ଯେ,…