ଜାତୀୟ ଖବର ଟ୍ରେନ ଟିକେଟ ବାତିଲ କରୁଥିଲେ ଦୟାକରି ଏହି ନିୟମକୁ ଧ୍ୟାନରେ ରଖନ୍ତୁ, ନଚେତ ସବୁ ପଇସା ବୁଡିଯିବ ଭୁବନେଶ୍ବର, ଅନେକ ସମୟରେ ଯାତ୍ରୀମାନେ ଟ୍ରେନ ଟିକେଟ କରି ହଠାତ ତାହାକୁ ବାତିଲ ବା କ୍ୟାନସଲ କରିବାକୁ ପଡିଥାଏ। ଟିକେଟ କନର୍ଫମ ନ ହେବା ଯୋଗୁଁ ହେଉ…