ଆଜିର ଖବର ୨୦୨୩ ମସିହା ପାଇଁ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ‘ଟ୍ୱେଲ୍ଭଥ୍ ଫେଲ୍’କୁ ଶ୍ରେଷ୍ଠ ଫିଚର ଚଳଚ୍ଚିତ୍ର ନୂଆଦିଲ୍ଲୀ: ୨୦୨୩ ବର୍ଷ ପାଇଁ ଆଜି ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ବିଚାରକ ମଣ୍ଡଳୀ ଆଜି ନୂଆଦିଲ୍ଲୀରେ ବିଜେତାମାନଙ୍କର ନାମ ଘୋଷଣା କରିଛନ୍ତି…