ଆଜିର ଖବର ହୋଲି ପର୍ବକୁ ବର୍ଜନ କଲେ ଠିକାଦାର ସଂଘ: ୧୨ ଦିନ ହେଲା ଆନ୍ଦୋଳନ ଜାରି ଭୁବନେଶ୍ଵର: ହୋଲି ପର୍ବକୁ ବର୍ଜନ କଲେ ରାଜ୍ୟ ଠିକାଦାର ସଂଘ। ଦୀର୍ଘ ୧୨ ଦିନ ହେଲା ରାଜ୍ୟର ୮୦ ହଜାର ଠିକାଦାର ଧାରଣାରେ ବସିଛନ୍ତି। ରାଜ୍ୟର ଲକ୍ଷ…