ଆଜିର ଖବର ବ୍ରହ୍ମପୁର ଗସ୍ତରେ ନବୀନ : ୧୨ଟି ପ୍ରକଳ୍ପର ଶିଳାନ୍ୟାସ ଓ ୬ଟି ପ୍ରକଳ୍ପର ଉଦ୍ଘାଟନ ଆଜି ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ଗ୍ରସ୍ତ କରିଛନ୍ତି । ଏହି ଗ୍ରସ୍ତ ଅବସରରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଖଲ୍ଲିକୋଟ ଷ୍ଟାଡିୟମ୍ଠାରେ ୪୮୮ କୋଟି…