ଆଜିର ଖବର ଡକ୍ଟର ଅଭିଲକ୍ଷ୍ୟ ଲିଖିଙ୍କ ପୁରୀର ପେଣ୍ଠକଟା ଗ୍ରାମ ଓ ଏନଏଫଏଫବିବି କୌଶଲ୍ୟାଗଙ୍ଗ ପରିଦର୍ଶନ ଭୁବନେଶ୍ଵର: ଉପକୂଳ ଅଞ୍ଚଳର ମତ୍ସ୍ୟଜୀବୀମାନଙ୍କ ତୃଣମୂଳ ସ୍ତରୀୟ ସମସ୍ୟା ଓ ସେଥିପାଇଁ ଆବଶ୍ୟକ ଦୀର୍ଘମିଆଦୀ ଯୋଜନା ପ୍ରଣୟନ ଲକ୍ଷ୍ୟ ନେଇ କେନ୍ଦ୍ର ମତ୍ସ୍ୟ ବିଭାଗ ସଚିବ ଡକ୍ଟର…