ଆଜିର ଖବର ବେଗୁନିଆ: ବଡ଼ବେରଣା ୟୁ.ପି ସ୍କୁଲର ୧୨୦ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ରାଜ୍ୟପାଳ ଖୋର୍ଦ୍ଧା: ଆଜି ଦିନ ଅପରାହ୍ନ ୪.୩୦ ସମୟରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ବଡ଼ବେରଣା ୟୁ.ପି ସ୍କୁଲର ୧୨୦ ତମ ବାର୍ଷିକୀ ସମାରୋହରେ ଓଡ଼ିଶାର ରାଜ୍ୟପାଳ…