ଆଜିର ଖବର ଭାରତୀୟ ରେଳର ଆଉ ଏକ ମାଇଲଖୁଣ୍ଟ: ଗୋଟିଏ ଯାତ୍ରାରେ କଲା ୩୯୨୨ ଟନ୍ ମାଲ ପରିବହନ ନୂଆଦିଲ୍ଲୀ: ଭାରତୀୟ ରେଳ ୨୧ ଅଗଷ୍ଟ, ୨୦୨୬ରେ ମାଲ ପରିବହନ କ୍ଷେତ୍ରରେ ଏକ ନୂତନ ପରିଚାଳନାଗତ ମାଇଲଖୁଣ୍ଟ ସ୍ଥାପନ କରିଛି। ପଶ୍ଚିମ ଡେଡିକେଟେଡ୍ ଫ୍ରେଟ୍ କରିଡର (Western…