ଆଜିର ଖବର ପ୍ରଥମ ଇନିଂସରେ ଭାରତ ୨୯୬ ରନରେ ପତନ, ଅଷ୍ଟ୍ରେଲିଆ ୧୭୩ ରନରେ ଆଗୁଆ ନୂଆଦିଲ୍ଲୀ: ‘ଓଭାଲ’ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଡବ୍ଲୁଟିଏସି ଫାଇନାଲ ମ୍ୟାଚର ତୃତୀୟ ଦିନର ଦ୍ୱିତୀୟ ଅଧିବେଶନରେ ଭାରତୀୟ ଇନିଂସର ପତନ ଘଟିଛି। ଭାରତ ସମସ୍ତ ୱିକେଟ…