ଆଜିର ଖବର ଖୋର୍ଦ୍ଧା ଜିଲ୍ଲାରେ ନୂତନ ସିଡ଼ିଏମଓ ଭାବେ କାର୍ଯ୍ୟରେ ଯୋଗଦେଲେ ଡାଃ. ରାଜ୍ୟଶ୍ରୀ ପଟ୍ଟନାୟକ ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ନୂତନ ସିଡ଼ିଏମଓ ଭାବେ ବରିଷ୍ଠ ଚିକିତ୍ସକ ଡାଃ. ରାଜ୍ୟଶ୍ରୀ ପଟ୍ଟନାୟକ କାର୍ଯ୍ୟରେ ଯୋଗଦେଇଛନ୍ତି। ଡାଃ. ପଟ୍ଟନାୟକ ଏହା ପୁର୍ବରୁ କ୍ୟାପିଟାଲ ହସ୍ପିଟାଲରେ ସମ୍ୱନ୍ୱିତ…