ଆଜିର ଖବର ୫ କୋଟିରୁ ଅଧିକ ଆଭା ଆକାଉଣ୍ଟ ସୃଷ୍ଟି: ୧୧ କୋଟି ଟପିଲା ସ୍ୱାସ୍ଥ୍ୟ ମେଳାରେ ସମୁଦାୟ ଜନ ସମାଗମ ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ରେ ଚଳିତ ଆୟୁଷ୍ମାନ ଭବ ଅଭିଯାନ ସମୟରେ ୫ କୋଟିରୁ ଅଧିକ ଆଭା ଆକାଉଣ୍ଟ ସୃଷ୍ଟି କରାଯାଇଛି। ଏହାବ୍ୟତୀତ ସମୁଦାୟ ୪,୪୪,୯୨,୫୬୪…