ଆଜିର ଖବର ଲାଗୁ ହେଲା ଡାକଘର ଅଧିନିୟମ ୨୦୨୩ ନୂଆଦିଲ୍ଲୀ: ୧୦.୦୮.୨୦୨୩ରେ ରାଜ୍ୟସଭାରେ ‘‘ଡାକଘର ବିଧେୟକ, ୨୦୨୩’’ ଆଗତ ହୋଇଥିଲା ଏବଂ ୦୪.୧୨.୨୦୨୩ରେ ରାଜ୍ୟସଭାରେ ଗୃହିତ ହୋଇଥିଲା। ଏହାପରେ ୧୩.୧୨.୨୦୨୩ ଏବଂ ୧୮.୧୨.୨୦୨୩ରେ ଏହି ବିଧେୟକ ଉପରେ…