ଆଜିର ଖବର ଅଚେତ ଅବସ୍ଥାରେ ଉଦ୍ଧାର ମହିଳାଙ୍କ ଡାକ୍ତରଖାନାରେ ମୃତ୍ୟୁ ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପାଟପୁର ଥାନା ଅର୍ନ୍ତଗତ ରତ୍ନମଣି ପୁର ଗ୍ରାମର ସୁଷମା ସାହୁ ନାମ୍ନୀ ଜଣେ ମହିଳା ଗୁରୁତର ଅବସ୍ଥାରେ ବ୍ରହ୍ମପୁର ନୁଆବସଷ୍ଟାଣ୍ଡରେ ପଡ଼ି…