ଆଜିର ଖବର ବର୍ଦ୍ଧାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ବିଜେପି ବିଧାୟକଙ୍କ ପୁଅ ସମେତ ୭ ଡାକ୍ତରୀ ଛାତ୍ର ମୃତ ମୁମ୍ବାଇ: ଆଜି ସକାଳେ ମହାରାଷ୍ଟ୍ରର ବର୍ଦ୍ଧା ଜିଲ୍ଲାରୁ ଏକ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଦୁର୍ଘଟଣା ଘଟିଛି। ଗତକାଲି ରାତିରେ ୭ ଜଣ ମେଡିକାଲ ଛାତ୍ରଙ୍କ ଦୁର୍ଘଟଣା ମୃତ୍ୟୁ ହୋଇଛି।…