ଆଜିର ଖବର ମେସେଜ ମାଧ୍ୟମରେ କେଉଁଠି ଏବଂ କେଉଁ ଦିନ ଟିକା ଦିଆଯିବ ସୂଚନା ମିଳିବ: ଡାକ୍ତର ପଣ୍ଡା କଟକ: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକାରଣ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ କେବଳ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଟିକାକାରଣରେ ସାମିଲ କରାଯିବ। ହେଲେ ଟିକାକରଣ ବାଧ୍ୟତାମୂଳକ…