ଆଜିର ଖବର ଏଣିକି ଡାକ୍ତରମାନେ ସ୍ପଷ୍ଟ ଅକ୍ଷରରେ ପ୍ରେସକ୍ରିପସନ ଲେଖିବାକୁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ ଭୁବନେଶ୍ବର, ଡାକ୍ତରମାନେ ଏଣିକି ରୋଗୀଙ୍କୁ ସ୍ପଷ୍ଟଭାବେ ପ୍ରେସକ୍ରିପସନ ଲେଖିବେ। ଏନେଇ ଓଡିଶା ହାଇକୋର୍ଟ ଏକ ନିର୍ଦ୍ଦେଶ ଜାରୀ କରିଛନ୍ତି। ପୂର୍ବରୁ ଡାକ୍ତରମାନେ ସ୍ପଷ୍ଟ ଭାବେ ଲେଖିବା ପାଇଁ…