ଆଜିର ଖବର “ଜ୍ଞାନ ପୋଷ୍ଟ” ଡାକ ଉତ୍ପାଦର ପ୍ରଚଳନ କଲା ଡାକ ବିଭାଗ ଭୁବନେଶ୍ୱର: ଡାକ ବିଭାଗ ‘ଜ୍ଞାନ ପୋଷ୍ଟ’ ନାମକ ଏକ ନୂତନ ଡାକ ଉତ୍ପାଦ ପ୍ରଚଳନ କରିଛି। ଏହା ପ୍ରେରକଙ୍କୁ ଡାକଘର ମାଧ୍ୟମରେ ରିହାତି ଦରରେ କିଛି ପୁସ୍ତକ…