ଆଜିର ଖବର ଭାରତକୁ ୨୭୪ ଟାର୍ଗେଟ ଦେଲା ନ୍ୟୁଜିଲ୍ୟାଣ୍ଡ: ଡାରିଲ ମିଚେଲଙ୍କ ଧୂଆଁଧାର ଶତକ, ମହମ୍ମଦ ଶାମିଙ୍କ ୫ ୱିକେଟ୍ ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡର ଡାରିଲ ମିଚେଲ ଏବଂ ଭାରତର ମହମ୍ମଦ ଶାମି ଧର୍ମଶାଳାରେ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ଡାରିଲ ମିଚେଲ ୧୩୦…