ଡିଏସପି ସୁରେନ୍ଦ୍ର ସିଂ

ନୂଆଦିଲ୍ଲୀ: ହରିୟାଣାର ପଚଗାଓଁରେ ଡିଏସପି ସୁରେନ୍ଦ୍ର ସିଂ ବିଷ୍ଣୁଙ୍କୁ ହତ୍ୟା କରାଯାଇଛି। ଡିଏସପିଙ୍କ ଉପରକୁ ଖଣି ମାଫିଆମାନେ ଡମ୍ପର ଚଢାଇଦେଇଛନ୍ତି। ଯେଉଁଥିରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।…