ଆଜିର ଖବର ଆସିବ କରୋନା ଅପେକ୍ଷା ସାତଗୁଣ ଅଧିକ ମହାମାରୀ, ୫ କୋଟି ଲୋକଙ୍କ ହେବ ମୃତ୍ୟୁ!: ବିଶେଷଜ୍ଞଙ୍କ ଦାବି ନୂଆଦିଲ୍ଲୀ: ୨୦୨୦ ମସିହାରେ ସମଗ୍ର ବିଶ୍ୱରେ କୋଭିଡ୍ -୧୯ ମହାମାରୀ ଆରମ୍ଭ ହୋଇଥିଲା। ଏହି କାରଣରୁ ସମଗ୍ର ବିଶ୍ୱରେ ପ୍ରାୟ ୨୫ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା।…