ଆଜିର ଖବର ବିକଶିତ ଭାରତ ସଂକଳ୍ପ ଯାତ୍ରାର ପ୍ରଥମ ଚରଣରେ ଆଦିବାସୀ ଜିଲ୍ଲା ସମୂହର ଗ୍ରାମ ପଞ୍ଚାୟତଗୁଡିକୁ ଅଭିନନ୍ଦନ ପତ୍ର ପ୍ରଦାନ ନୂଆଦିଲ୍ଲୀ: କେନ୍ଦ୍ର ଭୂ-ସମ୍ବଳ ବିଭାଗ ପକ୍ଷରୁ ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମ (ଡିଆଇଏଲଆର୍ଏମ୍ପି) କୁ କାର୍ଯ୍ୟକାରୀ କରାଯାଉଛି। ଏହା କେନ୍ଦ୍ର ସରକାରଙ୍କର ଏକ ଯୋଜନା।…