ଆଜିର ଖବର ଋତୁସ୍ରାବ ପରିଚ୍ଛନତା ବିଷୟରେ ଓଡ଼ିଶାରେ ବ୍ୟାପକ ସଚେତନତା ପାଇଁ ବିଶେଷ ଡିଜିଟାଲ କ୍ୟାମ୍ପେନ ଭୁବନେଶ୍ୱର: ମାସିକ ଋତୁସ୍ରାବ ବା ପିରିୟଡ୍ସ ଜଣେ କିଶୋରୀ ବା ନାରୀ ଜୀବନର ଏକ ପ୍ରାକୃତିକ ତଥା ସ୍ୱାଭାବିକ ପ୍ରକ୍ରିୟା। କିନ୍ତୁ ଏହାକୁ ନେଇ ଏବେ ବି…