ଆଜିର ଖବର କୋରାପୁଟ ଜିଲ୍ଲାର ନାରାୟଣାପାଟଣା ବ୍ଲକ୍କୁ ବାସ୍ତବ ୪ଜି ଡିଜିଟାଲ ସେବା ସହିତ ସଂଯୁକ୍ତ କଲା ଜିଓ ଭୁବନେଶ୍ୱର: ସାମ୍ପ୍ରତିକ ଯୁଗରେ ଡିଜିଟାଲ ସଂଯୋଗ ପ୍ରାୟ ପ୍ରତ୍ୟେକଙ୍କ ଦୈନନ୍ଦିନ ଜୀବନରେ ଯୋଗାଯୋଗ, ଶିକ୍ଷା, ମନୋରଂଜନ ପାଇଁ ହେଉ ଅଥବା ଦୈନନ୍ଦିନ ଆବଶ୍ୟକତା ପୂରଣ, ସବୁ କ୍ଷେତ୍ରରେ…