ଆଜିର ଖବର ଜମ୍ମୁ କାଶ୍ମୀରରେ ହୁରିୟତ କନଫରେନ୍ସର ସମାପ୍ତି, ବଞ୍ଚାଇରଖିବାକୁ ପାକିସ୍ତାନର ପ୍ରୟାସ: ଡିଜିପି ଦିଲବାଗ ସିଂ ଜମ୍ମୁ: ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଦିଲବାଗ ସିଂ ଆଜି କହିଛନ୍ତି ଯେ, ଜମ୍ମୁ କାଶ୍ମୀରରେ ବିଚ୍ଛିନ୍ନତାବାଦୀ ସଂଗଠନ ହୁରିୟାତ କନଫରେନ୍ସ ଶେଷ ହୋଇଯାଇଛି। କିନ୍ତୁ ଏହାକୁ ପାକିସ୍ତାନରୁ…