ଅପରାଧ ୧୬ ନମ୍ବର ଜାତୀୟ ରାଜପଥରୁ ଚୋରା ଡିଜେଲ ଜବତ, ଜଣେ ଗିରଫ ନିରାକରପୁର: ଖୋର୍ଦ୍ଧା ନିରାକାରପୁର ଥାନା ୧୬ ନମ୍ବର ଜାତୀୟ ରାଜପଥ ବଡ ପୋଖରିଆ ଛକରେ ଆଜି ବାଲୁଗାଁ ଏସଡିପିଓ ମାନସ ରଂଜନ ବାରିକଙ୍କ ନେତୃତ୍ୱରେ ଚଢାଉ କରାଯାଇଛି।…