ଆଜିର ଖବର ଜାଣନ୍ତୁ ଚଳିତ ଡିସେମ୍ବର ମାସରେ କଣ ରହିଛି ମୁଖ୍ୟ ପର୍ବପର୍ବାଣୀ ଭୁବନେଶ୍ବର: ଡିସେମ୍ବର ହେଉଛି ଇଂରାଜୀ କ୍ୟାଲେଣ୍ଡରର ଶେଷ ମାସ। ଏହି ମାସଟି ବିଦାୟ ମାସ ବୋଲି କୁହାଯାଇଥାଏ। ତେବେ ଏହି ମାସରେ ମଧ୍ୟ ରହିଛି ବହୁ ପର୍ବପର୍ବାଣୀ।…