ଆଜିର ଖବର ବେଶୀ ସମୟ ଧରି ଯଦି ବସି ରହି କାମ କରୁଛନ୍ତି ତେବେ ଆପଣଙ୍କୁ ହୋଇପାରେ ଏହି ସାଂଘାତିକ ରୋଗ ନୂଆଦିଲ୍ଲୀ: ଯେଉଁମାନେ ଦୀର୍ଘ ସମୟ ଧରି ବସି ରହି କାମ କରନ୍ତି ସେମାନେ ବର୍ତ୍ତମାନଠାରୁ ସାବଧାନ ହୋଇଯାଆନ୍ତୁ। କାରଣ ଧାରାବାହିକ ଭାବେ ବସି ରହି କାମ କଲେ…