ଅପରାଧ ଦୁର୍ନୀତି ଉପରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଡେପୁଟି ଏସପି ଙ୍କୁ କଲେ କନଷ୍ଟେବଳ ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅନୁଯାୟୀ କାର୍ଯ୍ୟ କରୁଛନ୍ତି। ଦୁର୍ନୀତିରେ ଜଡିତ ଜଣେ ସର୍କଲ ଅଫିସର (ସିଓ) ଙ୍କୁ…