ଆଜିର ଖବର ଜୟରାମ ରମେଶଙ୍କୁ ଗୁଲାମ ନବୀ ଆଜାଦ ପଠାଇଲେ ୨ କୋଟିର ମାନହାନୀ ନୋଟିସ, ଜାଣନ୍ତୁ କାରଣ ନୂଆଦିଲ୍ଲୀ: ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି ସଭାପତି ଗୁଲାମ ନବୀ ଆଜାଦ ଶୁକ୍ରବାର ଦିନ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶଙ୍କୁ ଏକ ମାନହାନୀ ନୋଟିସ ପଠାଇଛନ୍ତି।…