ଜାତୀୟ ଖବର ଆସାମରେ ସଡ଼କ ଦୁର୍ଘଟଣା: ଟ୍ରକ ଏବଂ ବସ୍ ଧକ୍କାରେ ୧୪ ମୃତ, ୨୭ ଗୁରୁତର ଗୌହାଟି: ଆସାମର ଡେରଗାଓଁରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଆଜି ସକାଳେ ୪୫ ଜଣ ଲୋକଙ୍କୁ ନେଇ ଯାଉଥିବା ବସ ଏବଂ ଟ୍ରକ୍ ମଧ୍ୟରେ…