ଅପରାଧ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଟ୍ବିଟ ମହଙ୍ଗା ପଡିଲା!: ଟିଏମସି ନେତାଙ୍କୁ ଗିରଫ କଲା ଗୁଜୁରାଟ ପୋଲିସ ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସର ଜାତୀୟ ମୁଖପାତ୍ର ତଥା ମମତା ବାନାର୍ଜୀଙ୍କ ଘନିଷ୍ଠ ସାକେତ ଗୋଖଲେଙ୍କୁ ଗୁଜୁରାଟ ପୋଲିସ ଗିରଫ କରିଛି। ଟିଏମସି ନେତା ତଥା ରାଜ୍ୟସଭା ସାଂସଦ…