ଆଜିର ଖବର ରାଜଧାନୀର ଡ୍ରେନ ପାଣିରେ ଛାତ୍ର ନିଖୋଜ, ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଜାଗମରା ରାସ୍ତା ଅବରୋଧ ଭୁବନେଶ୍ୱର: ଆଜି ଶତାବ୍ଦୀ କଲୋନୀ ଠାରୁ ଜାଗମରା ନୂଆ ରୋଡ଼ ରାସ୍ତାକୁ ସଂଯୋଗ କରୁଥିବା ଖୋଲା ଡ୍ରେନରେ ୧୫ ବର୍ଷର ଛାତ୍ର ଭାସି ନିଖୋଜ ହୋଇଯାଇଛି। ଛାତ୍ରଜଣଙ୍କ…