ଅନ୍ତରାଷ୍ଟ୍ରୀୟ ଆଭ୍ୟନ୍ତରୀଣ ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଗ୍ରହଣୀୟ ନୁହେଁ, ଆମେରିକା-ପାକିସ୍ଥାନକୁ ଭାରତ ସରକାରଙ୍କ ଉତ୍ତର ନୂଆଦିଲ୍ଲୀ: କର୍ଣ୍ଣାଟକର କେତେକ ଶିକ୍ଷାନୁଷ୍ଠାନରେ ଡ୍ରେସ୍ କୋଡ୍ ନିୟମକୁ ନେଇ ବିବାଦ ଥିବାରୁ କିଛି ଦେଶର ସମାଲୋଚନାକୁ ଭାରତ ପ୍ରତ୍ୟାଖ୍ୟାନ କରିଛି ଏବଂ ଦେଶର ଆଭ୍ୟନ୍ତରୀଣ ବ୍ୟାପାର…