ଆଜିର ଖବର ଆଇଆଇଏମସି ହେବ ବିଶ୍ୱସ୍ତରୀୟ ଗଣମାଧ୍ୟମ ବିଶ୍ୱବିଦ୍ୟାଳୟ: ଯୋଜନା ଘୋଷଣା କଲେ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀ: ଭାରତୀୟ ଜନସଞ୍ଚାର ପ୍ରତିଷ୍ଠାନ (ଆଇଆଇଏମସି)ର 56ତମ ସମାବର୍ତ୍ତନ ସମାରୋହ ମଙ୍ଗଳବାର ଆୟୋଜିତ ହୋଇଯାଇଛି। ମହାତ୍ମା ଗାନ୍ଧୀ ମଞ୍ଚ, ଆଇଆଇଏମସି, ନୂଆଦିଲ୍ଲୀଠାରେ ଏହା ଆୟୋଜନ କରାଯାଇଥିଲା। ଆଇଆଇଏମସିର…