ଆଜିର ଖବର ଆଇଏଫଏଫଆଇ 2025ର ବିଶ୍ୱସ୍ତରୀୟ ପ୍ରସାର ଓ ସାଂସ୍କୃତିକ ପ୍ରଭାବ ଉପରେ ଆଲୋକପାତ ନୂଆଦିଲ୍ଲୀ: ୫୬ତମ ଅନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ) ପାଞ୍ଚ ଦିନ ପରେ ଆରମ୍ଭ ହେବାକୁ ଯାଉଛି। ଶନିବାର ପାଣାଜୀରେ ଗୋଆ ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ…