ଆଜିର ଖବର ଓଡିଏମର ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନ ସିବିଏସଇ ଦିଲ୍ଲୀ ଗଭର୍ଣ୍ଣିଂ ବଡିର ସଦସ୍ୟ ଭାବେ ମନୋନୀତ ଭୁବନେଶ୍ୱର: ଓଡିଏମ୍ର ଅଧ୍ୟକ୍ଷ ଡ.ସତ୍ୟବ୍ରତ ମୀନକେତନ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ତରଫରୁ ସିବିଏସ୍ଇ, ଦିଲ୍ଲୀର ଗଭର୍ଣ୍ଣିଂ ବଡିର ସଦସ୍ୟଭାବେ ମନୋନୀତ ହୋଇଛନ୍ତି। ଭାରତବର୍ଷର ଚାରିଜଣ ବିଶିଷ୍ଟ…