ଅପରାଧ ଶାଶୁର ତଣ୍ଟିଚିପି ହତ୍ୟା କଲା ବୋହୁ!: ପୋଲିସର ତଦନ୍ତ ଜାରି ରେଢ଼ାଖୋଲ (କନ୍ଦର୍ପ ବେହେରା): ଶାଶୁର ତଣ୍ଟି ଚିପି ବୋହୂ ହତ୍ୟା କରିଥିବା ଅଭିଯୋଗ ହୋଇଛି। ରେଢ଼ାଖୋଲ ଥାନା କୁଟାସିଂହା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।…