ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ

ନୂଆଦିଲ୍ଲୀ: ତମାଖୁ ସେବନ ଯୋଗୁଁ ଭାରତରେ ପ୍ରତିବର୍ଷ ପ୍ରାୟ ୧.୩୫ ନିୟୁତ ମୃତ୍ୟୁ ହୋଇଥାଏ। ଭାରତ ମଧ୍ୟ ତମାଖୁର ଦ୍ୱିତୀୟ ବୃହତ୍ତମ ଉପଭୋକ୍ତା ଏବଂ ଉତ୍ପାଦନକାରୀ ଦେଶ।…