ଜାତୀୟ ଖବର ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍କା: ମିଳିଲାନି ଅନ୍ତରୀଣ ଜାମିନ ନୂଆଦିଲ୍ଲୀ: ୨୦୧୩ ମସିହାର ଚର୍ଚ୍ଚିତ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ସାମ୍ବାଦିକ ତଥା ପୂର୍ବତନ ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟରୁ କୌଣସି ଆଶ୍ୱସ୍ତି ମିଳିନି। ବମ୍ବେ ହାଇକୋର୍ଟଙ୍କ…