ଆଜିର ଖବର ଭୁବନେଶ୍ଵରରେ ସିଲ୍ ହେଲା ଆପାର୍ଟମେଣ୍ଟ: ୧୦ ଦିନ ପାଇଁ ଲାଗିଲା କଟକଣା ଭୁବନେଶ୍ବର: ଭୁବନେଶ୍ଵରରେ ଏକ ଆପାର୍ଟମେଣ୍ଟକୁ ସିଲ୍ କରି ଦିଆଯାଇଛି। ଟଙ୍କପାଣି ରୋଡସ୍ଥିତ ତରୁ ଆପାର୍ଟମେଣ୍ଟ ସିଲ୍ ହୋଇଛି। ଏହି ଆପାର୍ଟମେଣ୍ଟରୁ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା…