ଆଜିର ଖବର ତଳ ମୁହାଁ କରୋନା, ୧ ଲକ୍ଷ ତଳକୁ ଖସିଲା ଦେଶରେ ସକ୍ରିୟ ମାମଲା ସଂଖ୍ୟା ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ଗତି ମନ୍ଥର ହୋଇଯାଇଛି। ତଥାପି ବିପଦ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୮ ହଜାର ୫୮୬ ଟି ନୂଆ ମାମଲା…